ପେଙ୍ଗଲ ବାତ୍ୟା ପ୍ରଭାବ ରେ ମୋହନା ବ୍ଲକ ବିଜୟପୁର ଗାଁ ରେ ଚିନ୍ତାରେ ଚାଷୀ ।

ପେଙ୍ଗଲ ବାତ୍ୟା ପ୍ରଭାବ ରେ ମୋହନା ବ୍ଲକ ବିଜୟପୁର ଗାଁ ରେ ଚିନ୍ତାରେ ଚାଷୀ ।

ଆର,ଉଦୟଗିରି:3/12(ମନୋଜ କୁମାର ପାଢୀ) ବାତ୍ୟା ପେଙ୍ଗଲ୍ ପ୍ରଭାବ ରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳ ରେ ତିନିଦିନ ଧରି ଝିପି ଝିପି ବର୍ଷା ଲାଗି ରହିଛି। ଯାହା ଫଳରେ ମୋହନା ବ୍ଲକ ର ବିଜୟପୂର୍ ଗାଁ ର ସମସ୍ତ୍ ଚାଷୀ ଚାଷ କରିଥିବା ଧାନ ଫସଲ କୁ ନେଇ ଏବେ ଚିନ୍ତାରେ ରହିଛନ୍ତି।ସୁରକ୍ଷିତ ଭାବେ ରଖିବା ପାଇଁ ଧାନ ଖଳା ନଥିବାରୁ ଅମଳ ହୋଇଥିବା ଧାନ ଫସଲକୁ ନିଜ ବିଲରେ କାଟି ରଖିଛନ୍ତି। ଯାହାକି ଏବେ କଟା ହୋଇଥିବା ଧାନ ଫସଲରେ ଏବେ ଗଜା ଲାଗିଲାଣି । ବର୍ଷ ସାରା କିଭଳି ନିଜ ଅମଳ କରିଥିବା ଧାନ କୁ ସଂଗ୍ରହ କରି ପରିବାର ପୋଷଣ କରିଥାନ୍ତି। ହେଲେ ଚଳିତ ବର୍ଷ ଅଦିନିଆ ବର୍ଷା ସବୁ ବିଗାଡି ଦେଇଛି। ସରକାର ଙ୍କ ତରଫରୁ ଯଦି କୌଣସି ସାହାର୍ଯ୍ୟ ମିଳିବ ତା ହେଲେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ବିଯୟପୂର୍ ଗାଁ ର ସମସ୍ତ ଚାଷୀ।

Leave a Reply

Your email address will not be published. Required fields are marked *