ପୋଲିସ ଓ ଅବକାରୀ ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ lଆର,ଉଦୟଗିରି :3/12/(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ମାଣ୍ଡିମେରା ଗ୍ରାମ ପଞ୍ଚାୟତ କାଲେପଙ୍କା ଗାଁ ନିକଟସ୍ଥ ଜଙ୍ଗଲ ଜମି ରେ ବେଇଆଇନ୍ ଭାବେ ଚାଷ କରାଯାଇଥିବା ୨୭ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ୫୪ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ । ଏହି ଚଢ଼ାଉ ରେ ୭ ପ୍ଲାଟୁନ୍ ପୋଲିସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ଓ ବନ ବିଭାଗ ର କର୍ମଚାରୀ ଙ୍କ ମିଳିତ ରେ ଚଢ଼ାଉ କରାଯାଇଥିଲା।
Related Posts
ସ୍ବତନ୍ତ୍ର ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର
ସ୍ବତନ୍ତ୍ର ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର ଆର,ଉଦୟଗିରି (ମନୋଜ କୁମାର ପାଢୀ/ ନଭେମ୍ବର ୧୫ ତାରିଖ ରେ ସ୍ଵାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଆଦିବାସୀ ନେତା ଙ୍କ…
ଭାରତ ସରକାରଙ୍କ ତିନୋଟି ନୂତନ କ୍ରିମିନାଲ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ।
ଭାରତ ସରକାରଙ୍କ ତିନୋଟି ନୂତନ କ୍ରିମିନାଲ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ । ଗଜପତି – ୨/୭/୨୦୨୪/ଭାରତ ସରକାରଙ୍କ ପକ୍ଷରୁ ୩ ଟି ନୂତନ ଅପରାଧିକ…
ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ ।
ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ । ଗଜପତି – ପାରଳାଖେମୁଣ୍ଡି,ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ଇଣ୍ଡୋର ଷ୍ଟାଡିୟମ୍ ଠାରେ ପାଳିତ…