ମୁମ୍ୱାଇ:ପ୍ରଖ୍ୟାତ ମରାଠି ଓ ବଲିଉଡ ଅଭିନେତା ଅତୁଏ ପାର୍ଚୁରେ ଆଉ ନାହାନ୍ତି। ଆଜି ୫୭ ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂର୍ଯ୍ୟାଚି ପିଲ୍ଲେରେ ଆୟୋଜିତ ଗୋଟିଏ ଷ୍ଟେଜ ଶୋ’ରେ ଅତୁଲ ଗତକାଲି ସାମିଲ ହୋଇଥିଲେ।
Related Posts

ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର। ଘରଭଡ଼ା ସହ ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା…

ହରିୟାଣା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ
ହରିୟାଣା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ- ହରିୟାଣାର ଜନତା ତୃତୀୟ ଥର ପଦ୍ମ ଫୁଟାଇଲେ। ଏହା…

ବରମୁଣ୍ଡା ଦୂର୍ଗା ପୂଜା ରେ ରାବଣ ପୋଡି ଉତ୍ସବ ସହ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ।
ବରମୁଣ୍ଡା ଦୂର୍ଗା ପୂଜା ରେ ରାବଣ ପୋଡି ଉତ୍ସବ ସହ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ।ଶାରଦୀୟ ଦୁର୍ଗାପୂଜା ପାଇଁ…