ଭୁବନେଶ୍ୱରମୁଖ୍ୟ ଖବର ଫେବ୍ରୁଆରି ୧୮ରୁ +୨ ପରୀକ୍ଷା Pradeep AcharyaNovember 20, 2024 ଫେବ୍ରୁଆରି ୧୮ରୁ +୨ ପରୀକ୍ଷା ଭୁବନେଶ୍ୱର: ଫେବ୍ରୁଆରି ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବ।୧୮ରୁ ବିଜ୍ଞାନ ଏବଂ ୧୯ରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ।ମାର୍ଚ ୨୭ ଯାଏ ଚାଲିବ ପରୀକ୍ଷା।ଜାନୁଆରି ୨ରୁ ୧୨ ତାରିଖ ପ୍ରାକ୍ଟିକାଲ ପରୀକ୍ଷା ହେବ।ଦିନ ୧୦ଟାରୁ ୧ଟା ଯାଏ ୩ ଘଣ୍ଟିଆ ଥିଓରି ପରୀକ୍ଷା ।
ଆସିଲା ‘ସୁଭଦ୍ରା’ ଯୋଜନାର SOP, ଏକ କୋଟି ମହିଳା ହେବେ ଉପକୃତ ଆସିଲା ‘ସୁଭଦ୍ରା’ ଯୋଜନାର SOP, ଏକ କୋଟି ମହିଳା ହେବେ ଉପକୃତ ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାର ନିୟମାବଳୀକୁ କ୍ୟାବିନେଟ୍ର…
ଜଳସେଚନ ପ୍ରକଳ୍ପକୁ ଯାଇଥିବା ବିଦ୍ୟୁତ ତାର ଚୋରି ଚୋର ଦମ୍ପତିଙ୍କୁ ମାଡି ବସିଲେ ଗ୍ରାମବାସୀ। ମୟୂରଭଂଜ : ଉଠା ଜଳସେଚନ ପ୍ରକଳ୍ପକୁ ଯାଇଥିବା ବିଦ୍ୟୁତ ତାର ଚୋରି କରୁଥିବା ସମୟରେ ଚୋର ଦମ୍ପତିଙ୍କୁ ମାଡି ବସିଲେ ଗ୍ରାମବାସୀ। ଚୋର ଦମ୍ପତି ହେଲେ ବଡ଼ସାହି…
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ: EVM ତ୍ରୁଟି ପାଇଁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ: EVM ତ୍ରୁଟି ପାଇଁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ ଭୁବନେଶ୍ୱର: (Abhishek Mohanty)ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।ଉଭୟ…