ବରଗଡ ଜିଲ୍ଲା ଭେଡେନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ଅମୃତ୍ କୁଟୁମ୍ ଓ ତ୍ରିଲୋଚନ ନେତ୍ରାଲୟ , ସଂବଲପୁର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୧୧୦ ଜଣ କଂ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୮ ଜଣ କଂ ମୋତିଆବିନ୍ଦୁ ଅପରେସନ କରିବା ପାଇଁ ତ୍ରିଲୋଚନ ନେତ୍ରା ସଂବଲପୁର ପଠାଇ ଦିଆଯାଇଛି। ଏହି ଅବସରରେ ଡାଃ ଦେବାଶିଷ, ସୁମନ୍ତ ଭୋଇ ଅନ୍ୟାନ୍ୟ ଟେକନିସିଆନ ଓ ଭେଡେନ ଅମୃତ୍ କୁଟୁମ୍ ର ଉପସଭାପତି ଘନଶ୍ଯାମ ଅଗ୍ରୱାଲ, ସଂପାଦକ ଭୀଷ୍ମ ସିଂ ଛନ୍ଦ, ଶମ୍ଭୁପ୍ରସାଦ ମେହେର, ଗୋପୀନାଥ ମେହେର, ଭୀମ ଦୁବସାଗର ଓ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ଘନଶ୍ୟାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ।
ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ୱର:ବଦଳି ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ବଦଳି ଏବଂ ପୋଷ୍ଟିଂ ପାଇଁ ଆଉ ପକାଇ ହେବନି ଚାପ। ମେରିଟ୍…
ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ
ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ…
ଓଡ଼ିଶାର ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ
ଭୁବନେଶ୍ଵର : ଓଡ଼ିଶାର ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଛି ବିଜେଡି- ୫୧ , କଂଗ୍ରେସ-୧୪, ସ୍ୱାଧୀନ ପ୍ରାର୍ଥୀ-୩…