ବରଗଡ ଜିଲ୍ଲା ଭେଡେନ ବ୍ଲକର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ , ଝରାପାଲି ର ପ୍ରଧାନ ଶିକ୍ଷକ ଉତ୍ତମରାଜ ପୁରୋହିତଙ୍କ ସଭାପତିତ୍ୱରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ମେଜର ଧ୍ୟାନଚାନ୍ଦଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ, ଛାତ୍ରଛାତ୍ରୀମାନେ ଧ୍ୟାନଚାନ୍ଦ ଙ୍କ ଉପରେ ବକ୍ତୃତା ଅନୁଷ୍ଠିତ ହୋଇଥିଲା Iବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଚିନ୍ଦ୍ର କୁମାର କର୍ଣ୍ଣ ଧ୍ୟାନଚାନ୍ଦଙ୍କ ଉପରେ ରୋଚକ ତଥ୍ୟ ପ୍ରଦାନ ସଂଗେ ସଂଗେ ଖେଳର ମହତ୍ୱ ବୁଝାଇଥିଲେ I ବର୍ତମାନ ର କ୍ରୀଡା ଓ ସରକାର ବିଷୟରେ ଆଲୋକପାତ କରିଥିଲେ I ଡୋଳାମଣି କୁଦେଇ ସହଯୋଗ କରିଥିଲେ I
Related Posts
ସରକାରକଂ ମାଗଣା ଯୋଜନା ପ୍ରହସନରେ ପରିଣତ ଶବବାହକ ଚାଳକ ଦାବୀ କରି ନେଉଛନ୍ତି ମୋଟା ଅଙ୍କର (ପାଉଣା) ଟଙ୍କା ।
ସରକାରକଂ ମାଗଣା ଯୋଜନା ପ୍ରହସନରେ ପରିଣତ ଶବବାହକ ଚାଳକ ଦାବୀ କରି ନେଉଛନ୍ତି ମୋଟା ଅଙ୍କର (ପାଉଣା) ଟଙ୍କା । ବରଗଡ଼ ୧୦/୧୦ (ଭବାନୀ ଶଙ୍କର ପାଢ଼ୀ)…
ଭେଡେନ ଠାରେ ଜୁନିଅର ରେଡକ୍ରସ କାଉନସିଲ କଂ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଭେଡେନ ଠାରେ ଜୁନିଅର ରେଡକ୍ରସ କାଉନସିଲ କଂ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ ୩୧,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସରକାରୀ…
ନାଗପାଲି ଖେଳପଡିଆରେ ୧୪ ତମ ଜୀବନଜ୍ୟୋତି ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।
ନାଗପାଲି ଖେଳପଡିଆରେ ୧୪ ତମ ଜୀବନଜ୍ୟୋତି ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ବରଗଡ – ୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ…