ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ନାମକ ଜୈନିକ କନିଷ୍ଠ ଯନ୍ତ୍ରୀ ଜଣେ ଚାଷୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ୬ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି। ସୂଚନା ଅନୁସାରେ ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମର ଦୈନିକ ଚାଷୀ ତାଙ୍କ ଜମିରେ ନରେଗା ଯୋଜନାରେ ଏକ ଫାର୍ମ ପଣ୍ଡ ଖୋଲିଥିଲେ। ଏହାର ବିଲ କରିବା ପାଇଁ ବ୍ଲକରେ ଥିବା କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କ ପାଖକୁ ବାରମ୍ବାର ଦୌଡିଥିଲେ। ହେଲେ ସେ ଟଙ୍କା ନ ଦେଲେ ବିଲ କରାଯିବ ନାଙିଁ ବୋଲି କହି ତାଙ୍କର ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
Related Posts
ଛତିଶଗଡ଼ ଅବୁଝମାରରେ ଏନ୍କାଉଣ୍ଟର; ୮ ନକ୍ସଲ ମୃତ ।
ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ୮ ନକ୍ସଲ ମରିଗଲା। ଜଣେ ସୁରକ୍ଷାକର୍ମୀ ସହିଦ, ଆଉ ୨ ସୁରକ୍ଷାକର୍ମୀ ଆହତ ।
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭୁବନେଶ୍ୱର: ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେଲେ କାମଚଳା ବାଚସ୍ପତି ।ଭୁବନେଶ୍ୱର ରାଜଭବନରେ ଶପଥ ନେଲେ ଆଠଗଡ଼…
ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ପରେ ଚକ୍ଷୁ ଦାନ ।
ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ପରେ ଚକ୍ଷୁ ଦାନ । ବରଗଡ଼ ୨୦/୧୦- (ଭବାନୀ ଶଙ୍କର ପାଢ଼ୀ) ବରଗଡ଼…