ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳିମାଡ଼ର ଶିକାର ହୋଇ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁ ଭର୍ତ୍ତି ହୋଇଥିଲେ । ଆଇସିୟୁରେ ତାଙ୍କ ଗୋଡ଼ରେ ୧୦ଟି ସିଲେଇ ପଡ଼ିଛି। ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।
Related Posts

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ
ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର: ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ…

ସୁନ୍ଦରଗଡ଼ରେ ୨୦ ଫୁଟ ତଳକୁ ଖସିଲା ଗାଡ଼ି, ୨ମୃତ
ସୁନ୍ଦରଗଡ଼ରେ ୨୦ ଫୁଟ ତଳକୁ ଖସିଲା ଗାଡ଼ି, ୨ମୃତ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଓସ୍ତାଲି ଘାଟିରେ ୨୦ ଫୁଟ ତଳକୁ ଖସିଲା ପିକଅପ୍ ଭ୍ୟାନ୍ ।ଦୁର୍ଘଟଣାରେ ୨…

ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ
ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।ଇଣ୍ଟରନାଲ୍ ଓ ମେନ୍ ଦୁଇ ଭାଗରେ ହେବ ପରୀକ୍ଷା।ଡିସେମ୍ବର ୨୬…