ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଭୁବନେଶ୍ୱର: ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରିଛନ୍ତି ଓଡ଼ିଶା ସରକାର।ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ୧୪ଟି ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ପହଞ୍ଚିଛି, ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି।ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଶକ୍ତି ବିଭାଗରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା କହିଲେ ମନ୍ତ୍ରୀ।
Related Posts
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ ଭୁବନେଶ୍ୱର: ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଳୁକୋଣ୍ଡା ନିକଟରେ ୧ ଟନ କଇଁଛ ଜବତ କଲା ବନ ବିଭାଗ…
ନଭେମ୍ବର ୨୬ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ
ନଭେମ୍ବର ୨୬ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଭୁବନେଶ୍ୱର: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି…
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୪ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୪ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଆଜି ମାସର ପ୍ରଥମ ରବିବାର ଅବସରରେ ସଭାପତି ସଞ୍ଚିତା ମହାନ୍ତିଙ୍କ…