ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଷ୍ଟାର ପ୍ରୋଜେକ୍ଟ ଆନୁକୂଲ୍ୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ପ୍ରଶିକ୍ଷଣ । ଆର,ଉଦୟଗିରି :6/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନାରେ ଥିବା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟରେ ୩ଦିନିଆ ପ୍ରଶିକ୍ଷଣ ଷ୍ଟାର ପ୍ରୋଜେକ୍ଟ ଆନୁକୂଲ୍ୟରେ ବିଭିନ୍ନ ବିଦ୍ୟାଳୟ ରୁ ୧୦୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।ଏହି ପ୍ରଶିକ୍ଷଣ ରେ ୭ଜଣ ଆରପି ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ବିଷୟରେ ମୋହନା ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ପ୍ରଶିକ୍ଷଣ ବିଷୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବୁଝାଇ ଥିଲେ।ଏହି ପ୍ରଶିକ୍ଷଣ କୁ ଶିକ୍ଷା ଅଧିକାରୀ ଙ୍କ କାର୍ଯାଳୟର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।ଶୈକ୍ଷିକ ନେତୃତ୍ୱ, ଶିକ୍ଷକ ମାନଙ୍କର ବିକାଶତ୍ମକ ମନବୃତି, ସାମାଜିକ ଆବେଗିକ ନୈତିକ ଶିକ୍ଷା, u dise plus, ବର୍ଣାଳୀ, ବସ୍ତାନି ବିହୀନ ପାଠପଢା ଦିବସ, ବିଦ୍ୟାଳୟ ନିରାପତ୍ତା. ଆନ୍ତରନିବେଶି ଶିକ୍ଷା ଉପରେ ତାଲିମ୍ ପ୍ରଦାନ କରାଯାଇଥିଲା।
Related Posts
ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ।
ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ । ଆର,ଉଦୟଗିରି,୨୭।୧୧(ମନୋଜ କୁମାର ପାଢୀ): ଇକେୱାଇସ ନ ଥିବାରୁ ସୁଭଦ୍ରା ଟଙ୍କା…
ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି।
ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି। ବରଗଡ ୨୫,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୧୪ ତାରିଖ ରୁ ୨୪…
ଆଶିଷ ଭୋଇଙ୍କ ଗଙ୍ଗା ଶ୍ରାଦ୍ଧରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ଆଶିଷ ଭୋଇଙ୍କ ଗଙ୍ଗା ଶ୍ରାଦ୍ଧରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼- ୧୦,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ଏନଏସି ,…