ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ: ଓଡ଼ିଶା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି । ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ମୋ ସରକାର ଓଡ଼ିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ଦିଏ । ବିଜୁ ବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ସ୍ମରଣୀୟ ହୋଇ ରହିବ ।ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ ।
Related Posts

ଦ୍ୱିତୀୟ ଦିନରେ ଲୋୟର ପିଏମ୍ଜିରେ ଗର୍ଜିଲେ ମିଶନ ଶକ୍ତି ମହିଳା
ଦ୍ୱିତୀୟ ଦିନରେ ଲୋୟର ପିଏମ୍ଜିରେ ଗର୍ଜିଲେ ମିଶନ ଶକ୍ତି ମହିଳା- ଭୁବନେଶ୍ୱର : ହଜାର ହଜାର ମହିଳା ଧାରଣାରେ ସାମିଲ – ବକେୟା ଦରମା ସହ ବିଭିନ୍ନ…

ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମୀକ୍ଷା
ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମୀକ୍ଷା ଭୁବନେଶ୍ୱର : ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଉନ୍ନୟନ କର୍ତ୍ତୃପକ୍ଷଗୁଡିକର କାର୍ଯ୍ୟ ସମ୍ପର୍କରେ…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଆରମ୍ଭ
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଆରମ୍ଭ ଭୁବନେଶ୍ଵର: ଆରମ୍ଭ ହୋଇଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତ। ଆଜି ଭୁବନେଶ୍ୱର ବିମାନ ବନ୍ଦରେ ରାଷ୍ଟ୍ରପତିଙ୍କୁ ସ୍ବାଗତ…