ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ସେ ଆଜି ବିଜେପିରେ ଯୋଗ ଦେବା ସହିତ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ନିର୍ବାଚନ ରାଲିରେ ସାମିଲ ହୋଇଥିଲେ।
Related Posts

ଜୁହାର୍ ସମ୍ବଲପୁର୍ଧନ୍ୟବାଦ୍ ସମ୍ବଲପୁର୍
ଜୁହାର୍ ସମ୍ବଲପୁର୍ଧନ୍ୟବାଦ୍ ସମ୍ବଲପୁର୍ ମହାପ୍ରଭୁ ଶ୍ରୀଜଗନ୍ନାଥ୍ ଆଉ ମାଁ ସମଲେଇଙ୍କର୍ ଅପାର୍ କରୁଣା ଲାଗି କୋଟି କୋଟି ପ୍ରଣାମ୍ କରୁଛେଁ । ଆଉ ସମ୍ବଲପୁର୍ ଲୋକସଭା କ୍ଷେତ୍ରର୍…

ଗ୍ରୀଷ୍ମପ୍ରବାହ ପାଇଁ ଓଡ଼ିଶାର ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଆଲର୍ଟ
ଗ୍ରୀଷ୍ମପ୍ରବାହ ପାଇଁ ଓଡ଼ିଶାର ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଆଲର୍ଟ ଭୁବନେଶ୍ୱର: ଓଡ଼ିଶାରେ ଅନୁଭୁତ ହେଉଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ।ଏହାକୁ ଦୃଷ୍ଟିରେ ରଖି…

୯ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ
୯ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି।ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪.୧୪…