ତାମିଲନାଡୁର କ୍ଷମତାସୀନ ଡିଏମକେ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଇଥିବା ବିରିୟାନୀ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୦ ଜଣ ଛୋଟ ପିଲା ରହିଛନ୍ତି।
Related Posts

ରିଭଲଭର୍ ସହ ଦୁଇ ଯୁବକ ଗିରଫ
*ରିଭଲଭର୍ ସହ ଦୁଇ ଯୁବକ ଗିରଫ* *୩ ମୋବାଇଲ ସହ ଓ୍ବାଗନର ଜବତ* ରାଉରକେଲା ସହର ସ୍ଥିତ ସେକ୍ଟର – ୩ ସ୍ଥିତ ଥାନା ଏସ ଆଇ…

ଜଳିଗଲା ଚଳନ୍ତା କାର୍।
ଜଳିଗଲା ଚଳନ୍ତା କାର୍। ଗଞ୍ଜାମ:ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା କାର୍ଯ୍ୟକ୍ରମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳି ଆର୍ ସି ଏମ୍ ଛକ ନିକଟରେ ଏକ…

୨୩ ରେ ଆସିବ ବାତ୍ୟା
୨୩ ରେ ଆସିବ ବାତ୍ୟା ଭୁବନେଶ୍ୱର: ଅକ୍ଟୋବର ୨୩ ତାରିଖରେ ବଙ୍ଗୋପସାଗରରେ ଆସିବ ବାତ୍ୟା। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ ଓ ୨୨…