ବିଶ୍ୱ ପରିବେଶ ଦିବସ ଆଧାରରେ ‘ମା ପାଇଁ ଗଛ ଟିଏ’ ଶୀର୍ଷକ ଅଭିଯାନ ଅନ୍ତର୍ଗତ କୋରାପୁଟ ଜିଲ୍ଲାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group