ରଙ୍ଗବାଲି କୁମ୍ଭା ପଲୁ ସାହି ଅଙ୍ଗନୱାଡି କେନ୍ଦ୍ରରେ ତାରିଖ ୦୨.୦୮.୨୦୨୪ ଦିନ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା ଓ ରାଲି ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଥିଲା ଏହି ଅବସରରେ ଅଙ୍ଗନୱାଡି କର୍ମୀ ଅଙ୍ଗନୱାଡି ସହାୟିକା ଗର୍ଭବତୀ ପ୍ରସୂତି କିଶୋରୀ ଓ ୭ମାସରୁ ୬ବର୍ଷ ର ଶିଶୁଙ୍କ ମାନେ ଉପସ୍ଥିତ ଥିଲେ ।ଶ୍ରୀମତି ଗୀତାଞ୍ଜଳି ବାଘ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ!
Related Posts

ସୁନ୍ଦରଗଡ଼ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ
ସୁନ୍ଦରଗଡ଼ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେଏକ ମାଲ୍ବାହୀ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।ମାଲଗୋଦାମ ବସ୍ତିର ପାର୍କିଂରେ ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା…
ୱାଇ ବି ଖୁରାନିଆ ହେଲେ ଓଡ଼ିଶା ଡିଜିପି
ୱାଇ ବି ଖୁରାନିଆ ହେଲେ ଓଡ଼ିଶା ଡିଜିପି ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ ବି ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି।୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ…

ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର।
ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ସେ ଆଜି ବିଜେପିରେ ଯୋଗ ଦେବା ସହିତ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା…