ରାୟଗଡ଼ା:ବସ୍ରେ କେମିତି ନିଆଁ ଲାଗିଲା, ତାହା ଏ ଯାଏ ସ୍ପଷ୍ଟ ହୋଇନି। ତେବେ ବସ୍ଗୁଡ଼ିକ ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି।ରାୟଗଡ଼ା ଜିଲ୍ଲା ବିଷମକଟକ ବସ୍ ଷ୍ଟାଣ୍ଡରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଜଳି ଯାଇଛି ଚାରୋଟି ବସ୍।
Related Posts
![](https://894006.ztxs.asia/wp-content/uploads/2024/10/Accident_1727840764.jpg)
ଜୟପୁରରୁ ରାୟଗଡ଼ା ଯାଉଥିବା ‘MSSB’ ନାମକ ଘରୋଇ ବସ୍ ଦୁର୍ଘଟଣା
ଲକ୍ଷ୍ମୀପୁର: କାଠ ବୋଝେଇ ଟ୍ରକ୍ ସହ ବସ୍ ମୁହାମୁହିଁ ଧକ୍କା*NH ୩୨୬ ଲକ୍ଷ୍ମୀପୁର ଥାନା ଡୁମୁରିପଦର ରାସ୍ତାରେ ଦୁର୍ଘଟଣା*ବସ୍ରେ ଥିବା ଏକାଧିକ ଯାତ୍ରୀ ଆହତ, ୨/୩ଟି ଆମ୍ବୁଲାନ୍ସ…
![](https://894006.ztxs.asia/wp-content/uploads/2024/11/IMG-20241111-WA0039.jpg)
ଶ୍ରୀଅନ୍ନ ଯୋଜନା ଉତ୍ସବ କୁ ଉଦଘାଟନ କରିଲେ ବିଧାୟକ
ଶ୍ରୀଅନ୍ନ ଯୋଜନା ଉତ୍ସବ କୁ ଉଦଘାଟନ କରିଲେ ବିଧାୟକ ରାୟଗଡା : ସ୍ଥାନୀୟ ବିଜୁପଟ୍ଟନାୟକ ଅଡିଟଟୋରିୟମ ରେ ଗତ ରବିବାର ଦିନ ଅନ୍ତର୍ଜାତୀୟ ଶ୍ରୀଅନ୍ନ i ବିସ୍ତୃତ…
![](https://894006.ztxs.asia/wp-content/uploads/2024/09/20240908_093500-scaled.jpg)
ସୁଭଦ୍ରା ସଚେତନତା ରଥ’ର ଶୁଭ ଉଦଘାଟନ ହୋଇଯାଇଛି l
କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମାନ୍ୟବର ମନ୍ତ୍ରୀ ଙ୍କ ଦ୍ବାରା ‘ସୁଭଦ୍ରା ସଚେତନତା ରଥ’ର ଶୁଭ ଉଦଘାଟନ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକମାନଙ୍କ…