ବିଷାକ୍ତ ଛୁତୁ ଖାଇ ଚାରି ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭତ୍ତି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରବାରରେ ଚାରିଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗତକାଲି ଜଙ୍ଗଲରୁ ଛତୁ ଆଣି ରାତ୍ର ସମୟରେ ରୋଷେଇ କରି ଖାଇଥିଲେ । ଖାଇଲା ରୋଷେଇ କରି ପାଇଥିଲେ । ଖାଇଲା ପରେ ପରିବାରରେ ଚାରିଜଣ ମା ଝିଅଙ୍କ ସହ ପଉସା ଓ ପିଉସୀ ଅସୁସ୍ଥ ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ଗାଁ ଲୋକେ ଚାରି ଗୁରୁତଙ୍କୁ ୧୦୮ ଏମ୍ବୁଲେନସ୍ ଯୋଗେ ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ବିଷାକ୍ତ ଛତୁ ଖାଇ ଥିବା ମହିଳା । ଏପରି ଜଙ୍ଗଲର ଛତୁ ସଂଗ୍ରହ କରି ଖାଇଥାନ୍ତି । କନ୍ତୁ ଏହା କେମିତି ଏପରି ହେଲା ତାହା ଜାଣି ନପାରିଥିବା କହିଛନ୍ତି ପରିବାର ଲୋକେ ।
Related Posts
ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଘଟିଛି ।
ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଘଟିଛି । ଗଜପତି ମୋହନା ବ୍ଳକର ଅଡବା ଥାନା…
Odisha Soil Conservation and Waterfront Development Director visited Baipariguda Block of Koraput district .
Odisha Soil Conservation and Waterfront Development Director visited Baipariguda Block of Koraput district today. Koraput collector along with other departmental…
ପାରଳାଖେମୁଣ୍ଡି ସ୍ଥିତ ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ ସାଇ ସମ୍ମାନ -୨୦୨୪ ରେ ସମ୍ମାନିତ
ପାରଳାଖେମୁଣ୍ଡି ସ୍ଥିତ ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ ସାଇ ସମ୍ମାନ -୨୦୨୪ ରେ ସମ୍ମାନିତ ଗଜପତି:୨୪/୧୧ ( ମନୋଜ ପାଢୀ )ସାଇ ସାହିତ୍ୟ…