ବେଆଇନ ଗଞ୍ଜେଇ ଚାଷ ଉପରେ ପୁଣି ମୋହନା ପୋଲିସ ଓ ଅବକାରୀ ବିଭାଗ ପଯ୍ୟରୁ ଚଢ଼ାଉ 28ଏକର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ l ଆର,ଉଦୟଗିରି :24/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଥାନା ଓ ଅବକାରୀ ପକ୍ଷରୁ ଜୋରଦାର ଚଢ଼ାଉ କରି ପୁଣି ଆଜି 28ଏକର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି l ଗଜପତି ଜିଲ୍ଲା ଆରକ୍ଷୀ ଙ୍କ ନିର୍ଦେଶ କର୍ମେ ମୋହନା ପୋଲିସ କର୍ମଚାରି, ଅବକାରୀ ଓ ବସନ୍ତ ସେଠୀ ଙ୍କ ଉପସ୍ଥିତି ରେ ଆଜି ପୁଣି ଜିରାଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଜୁରପେଟା ଗାଁ ନିକଟରେ ଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରି 43ଏକର ର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି l ଆଗାମି ଦିନରେ ଯେଉଁମାନେ ବେଆଇନ ଭାବେ ଗଞ୍ଜେଇ ଚାଷ କରିଛନ୍ତି ସେମାନଙ୍କର ମଧ୍ୟ ଚଢ଼ାଉ କରାଯିବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ମିଳିଛି l
Related Posts
୯ ଦିନର ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ
୯ ଦିନର ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ ରାୟଗଡା:(ପ୍ରଫୁଲ୍ଲ କୁମାର ବେହେରା)ଦାରିଦ୍ରତା ପାଇଁ ନିଜ ନିଜର ୯ ଦିନର ଶିଶୁ କନ୍ୟାକୁ ଜନ୍ମ କରିବା ମା ଓ…
ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ : ମନ୍ତ୍ରୀ
ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ : ମନ୍ତ୍ରୀ ଭୁବନେଶ୍ୱର: ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ ପ୍ରଦାନ…
କୋରାପୁଟ ସାଂସଦ ଓ ବିଷମକଟକ ବିଧାୟକ ମୁନିଗୁଡ଼ା ବ୍ଳକ ଗସ୍ତ ବିଭିନ୍ନ ଉନୟନ କାର୍ଯ୍ୟର ତଦାରଖ
କୋରାପୁଟ ସାଂସଦ ଓ ବିଷମକଟକ ବିଧାୟକ ମୁନିଗୁଡ଼ା ବ୍ଳକ ଗସ୍ତ ବିଭିନ୍ନ ଉନୟନ କାର୍ଯ୍ୟର ତଦାରଖ ରାୟଗଡା :ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା…