ବେସାହାରା ହୋଇ ସାହାରା ଖୋଜୁଛି ଅନ୍ୟ ରାଇଜର ଯୁବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ/ 20/06/2024ଆଙ୍କର – ଅନ୍ୟରାଜ୍ୟର ଯୁବତୀ ଜଣକ, ଯିଏ କି ଆଠ ଦିନ ଧରି ଗଜପତି ଜିଲ୍ଲା ମୋହନା ବ୍ଲକ ଯୁବଗାଁ ସ୍ଥିତ ଯାତ୍ରୀ ବିଶ୍ରାମଗାର ଠାରେ ରହି ଆସୁଛି, ଏବଂ ରାତିଦିନ ସେଇଠାରେ ହିଁ ଏକେଲା ରହୁଛି, କିନ୍ତୁ ହଟାତ ସେ ଅସୁସ୍ଥତା ହୋଇ ସେହି ବିଶ୍ରାମଗାର ଠାରେ ହିଁ ପଡିରହିଥିଲେ , ତେବେ ସେହି ଯୁବତୀ ଜଣକ କୌଣସି ପ୍ରକାରର ଭାଷା ବୁଝି ପାରୁନଥିବା ବେଳେ କିଛି ବି କହିପାରୁନି, ତଥାପି ଏପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ବିଭାଗର କୌଣସି ବି ଅଧିକାରୀ ଯୁବତୀ ପାଖରେ ପହଂଚି ନାହାନ୍ତି, ବର୍ତ୍ତମାନ ସେ ଅସୁସ୍ଥ ଅବସ୍ଥା ଦେଖି ଯୁବଗାଁ ର ଯୁବକ ସଂଘର କିଛି ଯୁବକ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରି ତାର ସମସ୍ତ ବିଷୟ ବୁଝୁଛନ୍ତି ।ତେବେ ଯୁବତୀ ପାଇଁ ଏତେ ବଡ ଅଂଚଳରେ ଭାଷା ନଜାଣି କେମିତି ରହିବ?,କୁଆଡେ ଯିବା? ତାହା ଗୋଟେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି,ଯଦିଓ ଖବର ପ୍ରସାରଣ ପରେ ପ୍ରଶାସନ କିମ୍ବା ପରିବାର ଓ ସମ୍ପର୍କୀୟ ଯୋଗାଯୋଗ କରିବାକୁ ଚାହିଁବେ ତେବେ ଯୁବଗାଁ ଯୁବକ ସଂଘ ସହ ଯୋଗାଯୋଗ କରନ୍ତୁ ।8144431778 କିମ୍ବା 9078965258
Related Posts
କୁଟୁମ୍ବ ଯୋଜନାରେ ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନ୍ସନ୍
କୁଟୁମ୍ବ ଯୋଜନାରେ ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନ୍ସନ୍ ଭୁବନେଶ୍ୱର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର…
ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟ୍ ସବୁଜ ସଙ୍କେତ ଦେଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି।
ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟ୍ ସବୁଜ ସଙ୍କେତ ଦେଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ଚାରି ଦଶନ୍ଧିର…
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତ ରତ୍ନ ବାବାସାହେବ ଡ. ବିଆର୍ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳନ |
କୋରାପୁଟ: ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ | କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ଏପ୍ରିଲ…