ବେସାହାରା ହୋଇ ସାହାରା ଖୋଜୁଛି ଅନ୍ୟ ରାଇଜର ଯୁବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ/ 20/06/2024ଆଙ୍କର – ଅନ୍ୟରାଜ୍ୟର ଯୁବତୀ ଜଣକ, ଯିଏ କି ଆଠ ଦିନ ଧରି ଗଜପତି ଜିଲ୍ଲା ମୋହନା ବ୍ଲକ ଯୁବଗାଁ ସ୍ଥିତ ଯାତ୍ରୀ ବିଶ୍ରାମଗାର ଠାରେ ରହି ଆସୁଛି, ଏବଂ ରାତିଦିନ ସେଇଠାରେ ହିଁ ଏକେଲା ରହୁଛି, କିନ୍ତୁ ହଟାତ ସେ ଅସୁସ୍ଥତା ହୋଇ ସେହି ବିଶ୍ରାମଗାର ଠାରେ ହିଁ ପଡିରହିଥିଲେ , ତେବେ ସେହି ଯୁବତୀ ଜଣକ କୌଣସି ପ୍ରକାରର ଭାଷା ବୁଝି ପାରୁନଥିବା ବେଳେ କିଛି ବି କହିପାରୁନି, ତଥାପି ଏପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ବିଭାଗର କୌଣସି ବି ଅଧିକାରୀ ଯୁବତୀ ପାଖରେ ପହଂଚି ନାହାନ୍ତି, ବର୍ତ୍ତମାନ ସେ ଅସୁସ୍ଥ ଅବସ୍ଥା ଦେଖି ଯୁବଗାଁ ର ଯୁବକ ସଂଘର କିଛି ଯୁବକ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରି ତାର ସମସ୍ତ ବିଷୟ ବୁଝୁଛନ୍ତି ।ତେବେ ଯୁବତୀ ପାଇଁ ଏତେ ବଡ ଅଂଚଳରେ ଭାଷା ନଜାଣି କେମିତି ରହିବ?,କୁଆଡେ ଯିବା? ତାହା ଗୋଟେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି,ଯଦିଓ ଖବର ପ୍ରସାରଣ ପରେ ପ୍ରଶାସନ କିମ୍ବା ପରିବାର ଓ ସମ୍ପର୍କୀୟ ଯୋଗାଯୋଗ କରିବାକୁ ଚାହିଁବେ ତେବେ ଯୁବଗାଁ ଯୁବକ ସଂଘ ସହ ଯୋଗାଯୋଗ କରନ୍ତୁ ।8144431778 କିମ୍ବା 9078965258
Related Posts

ଟିକାବାଲି ରେ ଲଘୁଚାପ ପ୍ରବଳ ବର୍ଷା ଯୋଗୁଁ ଗାଁ ଠୁ ସହର ରାସ୍ତା ଘାଟ ଜନଶୂନ୍ୟ
ଟିକାବାଲି ରେ ଲଘୁଚାପ ପ୍ରବଳ ବର୍ଷା ଯୋଗୁଁ ଗାଁ ଠୁ ସହର ରାସ୍ତା ଘାଟ ଜନଶୂନ୍ୟ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି…

ଆସନ୍ତାକାଲି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଆସନ୍ତାକାଲି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ* କାଲିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପାଇଁ ବନ୍ଦ ରହିବ* ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…

ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ । ଗଜପତି – ୧୦/୭/ଗଜପତି ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେରେ ଜିଲ୍ଲା ମତ୍ସ୍ୟ…