ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି।
Related Posts
ଚକାପାଦ ଠାରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ
ଚକାପାଦ ଠାରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଲକ ଠାରେ ଜନଜାତୀୟ ଗୌରବ ଦିବସ…
ପ୍ରେମାକୀଆ ଗାଁରେ ଅର୍ଦ୍ଧ ନିର୍ମିତ, ନାହଁ ନାହିଁରେ ଅଙ୍ଗନବାଡି କେନ୍ଦ୍ର କେବେ ଚେତିବ ପ୍ରଶାସନ
ପ୍ରେମାକୀଆ ଗାଁରେ ଅର୍ଦ୍ଧ ନିର୍ମିତ, ନାହଁ ନାହିଁରେ ଅଙ୍ଗନବାଡି କେନ୍ଦ୍ର କେବେ ଚେତିବ ପ୍ରଶାସନ …, କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ରାଜ୍ୟ ଓ କେନ୍ଦ୍ର…
ଟିପାରିଗାଁ,ବରସାହିରେ ମା ପୀତାବାଲୀଙ୍କ ପୂଜାଅର୍ଚନା
ଟିପାରିଗାଁ,ବରସାହିରେ ମା ପୀତାବାଲୀଙ୍କ ପୂଜାଅର୍ଚନା………………………………..କନ୍ଧମାଳ :- ତା ୨୩/୦୫ (ରିପୋର୍ଟ କୁନା ଦିଗାଲ ):ଟିକାବାଲି ଗ୍ରାମପଞ୍ଚାୟତ ଟିପାରିଗାଁ ବରସାହିରେ ଗାଁ କମିଟି ତରଫରୁ ବହୁ ଆଡ଼ମ୍ବର ରେ…