ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ାଠାରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସନ୍ଧ୍ୟା ସମୟରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଜଗନ୍ନାଥପୁରଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ପଡ଼ିଥିଲା। ଉକ୍ତ ବସରେ ଯାତ୍ରା କରୁଥିଲେ ପ୍ରାୟ ୫୦ରୁ ୬୦ ଯାତ୍ରୀ। ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
Related Posts
ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଛି।
ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଛି। ବରଗଡ ୯, ୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଜାତୀୟ ସମର…
ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ସପ୍ତମ ତମ ଶ୍ରାଦ୍ଧବାର୍ଷିକୀ ପାଳିତ।
ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ସପ୍ତମ ତମ ଶ୍ରାଦ୍ଧବାର୍ଷିକୀ ପାଳିତ। ବରଗଡ ୨୯,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ଼…
ଖୋଲିଲା ପୁରୀ ଶ୍ରୀମନ୍ଦିରର ଚାରି ଦ୍ବାର।
ପୁରୀ : ଖୋଲିଲା ପୁରୀ ଶ୍ରୀମନ୍ଦିରର ଚାରି ଦ୍ବାର। ୪ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ବାରକୁ ଛାଡି ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ…