ଭବାନୀପାଟଣାରେ ଚାଲିଥିବା ରିଭ୍ୟୁ ମିଟିଂ ସାରି ଫେରୁଥିବା ବେଳେ ବିଡିଓଙ୍କୁ ଗାଡି ଯାଞ୍ଚ ବେଳେ ବିଡିଓଙ୍କ ଗାଡ଼ିରୁ ମିଳିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏବେ ଭିଜିଲାନ୍ସର ୪ଟି ଟିମ୍ ବିଡିଓ ଘର, ଅଫିସ୍, ସରକାରୀ ଘର ଓ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍ରେ ଚଢ଼ଉ ଚଳାଇଛି।
Related Posts

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l ରାୟଗଡ : ପ୍ରଫୁଲ୍ଲ କୁମାର ବେହେରା)ତା ୦୩/୦୨/୨୦୨୫ ଆଜି ରାୟଗଡା ଜିଲ୍ଲା ପ୍ରଶାସନ…

ଅଡବା ପୋଲିସ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ କୁ ନଷ୍ଟ କଲେ ।
ଅଡବା ପୋଲିସ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ କୁ ନଷ୍ଟ କଲେ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୮/୧୧/୨୦୨୪ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ…

କୋରାପୁଟ ପୋଲିସ୍ ଦ୍ଵାରା ୩୨୫ କେଜି ଗଞ୍ଜେଇ ଜବତ
କୋରାପୁଟ ପୋଲିସ୍ ଦ୍ଵାରା ୩୨୫ କେଜି ଗଞ୍ଜେଇ ଜବତ କୋରାପୁଟ: କୋରାପୁଟ ଜିଲ୍ଲା ପୋଲିସ ୩୨୫ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା…