ଭୁବନେଶ୍ବର: ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଅଧିକ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଜାନୁୟାରି ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଏବଂ ଜାନୁୟାରି ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ୫ଟି ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ଏହି ସବୁ ନୂଆ ସହରକୁ ସିଧାସଳଖ ବିମାନ ସେବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା ।
Related Posts
ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଶୁଣିଲେ ଗଜପତି ଜିଲ୍ଲାପାଳ, ସାଧାରଣ ଲୋକ କଲେ ପ୍ରଶଂସା
ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଶୁଣିଲେ ଗଜପତି ଜିଲ୍ଲାପାଳ, ସାଧାରଣ ଲୋକ କଲେ ପ୍ରଶଂସା ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୨/୧୧/୨୪ … ଆଜି ଗଜପତି ଜିଲ୍ଲାପାଳ ବିଜୟ କୁମାର…
ବ୍ଲକସ୍ତରୀୟ ସଗିଫୁଲ ଉତ୍ସବ
ବ୍ଲକସ୍ତରୀୟ ସଗିଫୁଲ ଉତ୍ସବ ନୁଆଗଡ(ମନୋଜ କୁମାର ପାଢୀ)- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଗଜପତି…
ମୋହନା ବିଧାନସଭା ଆସନରେ ନୋଟାରେ ୪ ହଜାରରୁ ଅଧିକ ଭୋଟ
ମୋହନା ବିଧାନସଭା ଆସନରେ ନୋଟାରେ ୪ ହଜାରରୁ ଅଧିକ ଭୋଟ ଆର,ଉଦୟଗିରି-: (ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରେ ଚଳିତ ଥର ନୋଟାରେ…