ଭୁବନେଶ୍ୱର: ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏଏସଆଇ ଏସ୍କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସଆଇ ଏସ୍କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍।
Related Posts
![](https://894006.ztxs.asia/wp-content/uploads/2024/09/rYv0OiimpSi7kS50a0yr.webp)
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି।
ପାପଡାହାଣ୍ଡି: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ…
![](https://894006.ztxs.asia/wp-content/uploads/2024/08/Landslide_1723268682.jpeg)
ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ମାଲକାନଗିରି
ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଖସିଲା ପଥର ଖଣ୍ଡ । ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ…
![](https://894006.ztxs.asia/wp-content/uploads/2025/01/IMG-20250110-WA0109.jpg)
ମୁଖ୍ୟ ବିଚାରପତି ଙ୍କ ଜିଲ୍ଲା ଜଜ୍ ଅଦାଲତ ଗସ୍ତ।
ମୁଖ୍ୟ ବିଚାରପତି ଙ୍କ ଜିଲ୍ଲା ଜଜ୍ ଅଦାଲତ ଗସ୍ତ। ଗଞ୍ଜାମ:ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ…