ମହାକୁମ୍ଭକୁ ଯାଉଥିବା ଓଏସ୍ଆରଟିସିର ସ୍ବତନ୍ତ୍ର ବସ୍ ବାତିଲ୍। ଫେବ୍ରୁଆରି ୪ ତାରିଖ ଯାଏଁ ବାତିଲ୍। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି। ଟଙ୍କା ଫେରସ୍ତ ପାଇବା ପାଇଁ ୯୯୩୭୫୪୭୭୭୩କୁ କରିପାରିବେ ଯୋଗାଯୋଗ।
Related Posts

୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଭୁବନେଶ୍ୱର: ଭୁବନେଶ୍ଵରରେ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କଲେ…

CM urges US to partner Odisha in industries, education, renewable energy, tourism & culture
CM urges US to partner Odisha in industries, education, renewable energy, tourism & culture Bhubaneswar: The Consul General of United…

ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ଜାତୀୟ ଶିକ୍ଷାନୀତି ଲାଗୁ ହେବ!
ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି…