ଗଣେଶଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘରେ ବଲିଉଡ ଅଭିନେତା ସଲମାନ ଖାନ। ଭଉଣୀ ଅର୍ପିତା ଖାନଙ୍କୁ ସାଙ୍ଗରେ ନେଇ ସଲମାନ ଗଜପତିଙ୍କ ଦର୍ଶନ କରିଛନ୍ତି। ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଫଟୋ ଗୁଡ଼ିକ ଆଜି ଶେୟାର କରିଛନ୍ତି।
Related Posts

ରଜ ମହୋତ୍ସବ ୨୦୨୪” ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ
“ରଜ ମହୋତ୍ସବ ୨୦୨୪” ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ…

India won the 2nd T20I against England by 2 wickets
Chennai:India won the 2nd T20I against England by 2 wickets, thanks to Tilak Varma’s match-winning unbeaten knock of 72 runs…

ରାଜ୍ୟସ୍ତରୀୟ ତାଇ-କୋନ୍-ଡୁ ପ୍ରତିଯୋଗୀତାରେ ଗଜପତି ଜିଲ୍ଲାର ସଫଳତା
ରାଜ୍ୟସ୍ତରୀୟ ତାଇ-କୋନ୍-ଡୁ ପ୍ରତିଯୋଗୀତାରେ ଗଜପତି ଜିଲ୍ଲାର ସଫଳତା ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଚଳିତ ମାସ ୧୭ ତାରିଖ ଠାରୁ ୧୯ ତାରିଖ ପଯ୍ୟନ୍ତ ୬୮ ତମ…