କେଶିଙ୍ଗା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ ଜଣେ ୪୫ ବର୍ଷୀୟ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରିବା ପରେ ସୁସ୍ଥ ହୋଇଥିଲେ। ମାତ୍ର ୪ ଦିନ ପରେ ପୁଣି ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଓ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Related Posts

ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୧୨ ଘର ପୋଡ଼ି ଧ୍ୱଂସ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି।
ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୧୨ ଘର ପୋଡ଼ି ଧ୍ୱଂସ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି। ଗଞ୍ଜାମ:ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ…

ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏଇଡସ ଦିବସ ପାଳିତ
ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏଇଡସ ଦିବସ ପାଳିତ ରାୟଗଡ଼ା :– ଆଜି ତା ୦୧-୧୨-୨୦୨୪ ରିଖ ସକାଳ ୧୦.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ…

ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା।
ଭୁବନେଶ୍ବର: ଚୋରି କରିବାକୁ ଘରେ ପଶି ମହିଳାଙ୍କ ଇଜତ ଲୁଟିଲେ* ମୈତ୍ରୀବିହାର ଥାନା ଅଞ୍ଚଳରେ ଲୁଟ୍ ପାଇଁ ୨ ଜଣ ଘରେ ପଶିଥିଲେ* ମହିଳା ଜଣଙ୍କ ଛୋଟ…