କେଶିଙ୍ଗା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ ଜଣେ ୪୫ ବର୍ଷୀୟ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରିବା ପରେ ସୁସ୍ଥ ହୋଇଥିଲେ। ମାତ୍ର ୪ ଦିନ ପରେ ପୁଣି ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଓ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Related Posts
ପୁରୀରେ ଶ୍ରୀଜିଉଙ୍କଦର୍ଶନକଲେଅନନ୍ତ ଅମ୍ବାନୀ ମନ୍ଦିର ଉନ୍ନତିକରଣ ପାଇଁ ୨କୋଟି ୫୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି |
ରିଲାଏନ୍ସ ଭେନ୍ଚର ଲିମିଟେଡ୍ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ.ବିବାହ ପୂର୍ବରୁ ଦ୍ବିତୀୟ ଥର ମହାପ୍ରଭୁଙ୍କୁ କଲେ ଦର୍ଶନ | ପୁରୀରେ ସେବାୟତ ଓ ପ୍ରଶାସନିକ ଅଧିକାରୀ କଲେ ସ୍ବାଗତ…
ଭୁବନେଶ୍ବରରେ ଟ୍ରାଫିକ ପୋଲିସ କର୍ମଚାରୀ ପିନ୍ଧିବେ ଏସି ହେଲମେଟ |
ଭୁବନେଶ୍ୱର: ଭୁବନେଶ୍ବରରେ ନିୟୋଜିତ ଥିବା ଟ୍ରାଫିକ୍ କର୍ମଚାରୀ ପିନ୍ଧିବେ ଏସି କୁଲିଙ୍ଗ ହେଲମେଟ।ରାଜଧାନୀର ୭୨ଟି ଟ୍ରାଫିକ୍ ପୋଷ୍ଟରେ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ଦିଆଯିବ ହେଲମେଟ ।ପ୍ରବଳ ଗ୍ରୀଷ୍ମ…
ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ.।
ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ.। ଗଜପତି – ୧୧/୮/୨୦୨୪ଜିଲ୍ଲା ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର…