ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 02.11.24 ରିଖ ରେ ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ ରିବନ କ୍ଳବ ତରଫରୁ ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓ HIV ଜନିତ ରୋଗ କଣ ? ଓ ତାହାର ନିରାକରଣ ସମ୍ବନ୍ଧରେ ଓ କିଭଳି ନିଜ ନିଜ ପରିବାରରେ, ସାହିରେ ଓ ଗ୍ରାମରେ ସଚେତନତା କରାଯାଇପାରିବ ଯେଭଳି ଏଡ଼ସର ଭୟବହତା ନ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ | ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ |ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ଜୁନିଅର ରେଡ କ୍ରସର ଜିଲ୍ଲା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ |
Related Posts
କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ରାୟଗଡା : କୋଲନରା ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ…
ବିଜେଡ଼ି ଗଡ଼ ରେ ବିଜୟୀ ମୁକୁଟ ପିନ୍ଦିଲେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ..
ବିଜେଡ଼ି ଗଡ଼ ରେ ବିଜୟୀ ମୁକୁଟ ପିନ୍ଦିଲେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି…
ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା
ଭୁବନେଶ୍ୱର :ମାତ୍ର ୧୦ ମାସ ମଧ୍ୟରେ ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା। ଆଖି ତରାଟିଲା ଭଳି ଏହି ତଥ୍ୟ ସାମନାକୁ ଆସିଛି…