ପୁରୀ:ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି । ପୁରୀ ସମଙ୍ଗ ପାର୍କିଂ ପ୍ଲେସରେ କୋଟି କୋଟି ଟଙ୍କାର ବସ୍ ମଧ୍ୟରୁ କିଛି ରକ୍ଷଣାବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ହେଲାଣି ।
Related Posts

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ….. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ…

କୋଟିଏ ଟଙ୍କା ଲୁଟ ସୁନା ଓ ରୂପା ଅଳଙ୍କାର ଜବତ, ଦୁଇ ଗିରଫ
କୋଟିଏ ଟଙ୍କା ଲୁଟ ସୁନା ଓ ରୂପା ଅଳଙ୍କାର ଜବତ, ଦୁଇ ଗିରଫ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଏକ କୋଟି ଟଙ୍କାର ସୁନା ଓ ରୂପା ଗହଣା…

ତିରୁପତି ମନ୍ଦିରରେ ଦଳାଚକଟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ
ତିରୁପତି ମନ୍ଦିରରେ ଦଳାଚକଟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି।