ମୋହନା ତହସିଲିଦାର ଦ୍ବାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପରିସର ଠାରେ ଅନୁସୁଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟ ବଣ୍ଟନ କରାଯାଇଥିଲା । ମୋହନା ତହସିଲ୍ ଅନ୍ତର୍ଗତ ପିଣ୍ଡିକି ଓ ରାଜସ୍ବ ଅଞ୍ଚଳର ଗ୍ରାମରେ ସମୁଦାୟ ୭୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ କିରାମା ରାଜସ୍ବ ଅଞ୍ଚଳର ୭ ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲିଦାର ସତ୍ୟବାନ ନାୟକ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ଷମରେ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ଓ ଏଫଆରଏ କର୍ମଚାରୀ ପଉସ୍ଥିତିରେ ପଟ୍ଟ ବଣ୍ଟନ କରାଯାଇଥିଲା ।
Related Posts
![](https://894006.ztxs.asia/wp-content/uploads/2024/11/IMG-20241112-WA0011.jpg)
ମିସ୍ ଟିନ୍ ୟୁନିଭର୍ସ ୨୦୨୪ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ଭୁବନେଶ୍ଵର:ମିସ୍ ଟିନ୍ ୟୁନିଭର୍ସ ୨୦୨୪ : ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ଦକ୍ଷିଣ ଆଫ୍ରିକାରେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍…
![](https://894006.ztxs.asia/wp-content/uploads/2024/08/IMG-20240820-WA0160.jpg)
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଆର, ଉଦୟଗିରି / ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ…
![](https://894006.ztxs.asia/wp-content/uploads/2025/01/IMG-20250128-WA0129-scaled.jpg)
ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍ ର ତୃତୀୟ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍ ର ତୃତୀୟ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ… କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀମେଣ୍ଡି ସମ୍ବେପଦର,…