ମୋହନା ତହସିଲିଦାର ଦ୍ବାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପରିସର ଠାରେ ଅନୁସୁଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟ ବଣ୍ଟନ କରାଯାଇଥିଲା । ମୋହନା ତହସିଲ୍ ଅନ୍ତର୍ଗତ ପିଣ୍ଡିକି ଓ ରାଜସ୍ବ ଅଞ୍ଚଳର ଗ୍ରାମରେ ସମୁଦାୟ ୭୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ କିରାମା ରାଜସ୍ବ ଅଞ୍ଚଳର ୭ ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲିଦାର ସତ୍ୟବାନ ନାୟକ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ଷମରେ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ଓ ଏଫଆରଏ କର୍ମଚାରୀ ପଉସ୍ଥିତିରେ ପଟ୍ଟ ବଣ୍ଟନ କରାଯାଇଥିଲା ।
Related Posts
ଫୁଲବାଣୀକୁ ରେଳ ପଥ ସଂଯୋଗ ଦାବିରେ ନାଗରିକ କମିଟି ତରଫରୁ ଆସନ୍ତା ୨ ରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ
ଫୁଲବାଣୀକୁ ରେଳ ପଥ ସଂଯୋଗ ଦାବିରେ ନାଗରିକ କମିଟି ତରଫରୁ ଆସନ୍ତା ୨ ରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ.. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ…
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ . । ଗଜପତି – ଗଜପତି…
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟ ସ୍ତ୍ରରକୁ ମନୋନୀତ
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟ ସ୍ତ୍ରରକୁ ମନୋନୀତ ଆର, ଉଦୟଗିରି(ମନୋଜ ପାଢୀ/ ୮/୧୧/୨୪ ଗଜପତି ଜିଲ୍ଲାର ପାରଳାଖମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ…