ମୋହନା ବ୍ଲକରେ ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କ ସହାୟତାରେ ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି। ସେଥି ମଧ୍ୟରୁ ଟ୍ରାଇ-ସାଇକେଲ ୫୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ହ୍ୱିଲ-ଚେୟାର ୧୫, ସିପି ହ୍ବିଲ ଚେୟାର ୧୦, ବ୍ଲାଇଣ୍ଡ ଷ୍ଟିକ୍ ୨, କ୍ରୁଚୁ ୮ ଜଣ ଙ୍କୁ ପ୍ରଦାନ କରିଥିବା ଶ୍ରବଣ ଯନ୍ତ୍ର ୧୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ଏହି ସହାୟତା ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସହାୟତା ପାଇ ଥିଲା ବ୍ୟକ୍ତି ମାନେ।
Related Posts
ଡାକ୍ତର ମୌମିତାଙ୍କ ପାଇଁ ସେମିଳିଗୁଡାରେ କ୍ଯାଣ୍ଡେଲ ଶୋଭାଯାତ୍ରା।
ଡାକ୍ତର ମୌମିତାଙ୍କ ପାଇଁ ସେମିଳିଗୁଡାରେ କ୍ଯାଣ୍ଡେଲ ଶୋଭାଯାତ୍ରା। ସେମିଳିଗୁଡା.ତାରିଖ ୧୮,୮,୨୦୨୪:ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ତରଫରୁ ସେମିଳିଗୁଡାରେ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାର ଆୟୋଜନ…
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ! ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା. ଗୁରୁତରଙ୍କୁ…
ପେନାଗବେରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସର୍ଗିଫୁଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପେନାଗବେରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସର୍ଗିଫୁଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ…