ମୋହନା ବ୍ଲକରେ ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କ ସହାୟତାରେ ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି। ସେଥି ମଧ୍ୟରୁ ଟ୍ରାଇ-ସାଇକେଲ ୫୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ହ୍ୱିଲ-ଚେୟାର ୧୫, ସିପି ହ୍ବିଲ ଚେୟାର ୧୦, ବ୍ଲାଇଣ୍ଡ ଷ୍ଟିକ୍ ୨, କ୍ରୁଚୁ ୮ ଜଣ ଙ୍କୁ ପ୍ରଦାନ କରିଥିବା ଶ୍ରବଣ ଯନ୍ତ୍ର ୧୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ଏହି ସହାୟତା ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସହାୟତା ପାଇ ଥିଲା ବ୍ୟକ୍ତି ମାନେ।
Related Posts

ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।
ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ27/9/024)-: ନୁଆଗଡ ବ୍ଳକର…

ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ
ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ ଆର, ଉଦୟଗିରି :3/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆର .ଉଦୟଗିରି…

ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ
ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ ଆର, ଉଦୟଗିରି :4/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆର .ଉଦୟଗିରି…