ଗଞ୍ଜାମ:୮.୧୦.୨୪(କୈଳାଶ ଚନ୍ଦ୍ର ଚୌଧୁରୀ)ଯୁବତୀ ର ଆତ୍ମହତ୍ୟା।ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ରାଣୀ ପ୍ରଧାନ(୨୧)ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ନିଆଁ ରେ ଜଳି ଛଟପଟ ଅବସ୍ଥାରେ ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ସମୟରେ ଆଜି ସକାଳେ ତା’ର ମୃତ୍ୟୁ ଘଟିଛି ଓ ଆତ୍ମହତ୍ୟା ର କାରଣ ବାପା ଝିଅର କଳି ଯୋଗୁଁ ବୋଲି ଶୁଣିବାକୁ ମିଳୁଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Related Posts

କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି ନେଇ ବୈଠକ ଅନୁଷ୍ଠିତ
କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି ନେଇ ବୈଠକ ଅନୁଷ୍ଠିତ ଭୁବନେଶ୍ୱର: କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ…

ପ୍ରାକୃତିକ ବିପର୍ଯୟ ନେଇ ଟେବୁକ ଟପ ଏକ୍ସର ସାଇଜ଼ ସାରିବା ପରେ କାଶୀନଗର ବ୍ଲକ ର ତିନୋଟି ସ୍ଥାନ ଖାଣ୍ଡବ, ପାର୍ତ୍ତଡା ଓ ଭୂପତି ଲକ୍ଷ୍ମୀ ପୂର ଗ୍ରାମ ମାନଙ୍କ ରେ ମକ ଡ୍ରିଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ.
ପ୍ରାକୃତିକ ବିପର୍ଯୟ ନେଇ ଟେବୁକ ଟପ ଏକ୍ସର ସାଇଜ଼ ସାରିବା ପରେ କାଶୀନଗର ବ୍ଲକ ର ତିନୋଟି ସ୍ଥାନ ଖାଣ୍ଡବ, ପାର୍ତ୍ତଡା ଓ ଭୂପତି ଲକ୍ଷ୍ମୀ ପୂର…

ପେଗଡ଼ା ଛକ ଠାରେ ବାଇକ କାର ମୁହାଁ ମୁହିଁ ଧକ୍କାରେ ଦୁଇ ଗୁରୁତ୍ତର ।
ପେଗଡ଼ା ଛକ ଠାରେ ବାଇକ କାର ମୁହାଁ ମୁହିଁ ଧକ୍କାରେ ଦୁଇ ଗୁରୁତ୍ତର ।ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପେଗଡ଼ା ଛକ…