ଭୁବନେଶ୍ୱର:ଧନ୍ୟ ବାଦ ଓଡ଼ିଶା ପୋଲିସ!ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଘଟଣା.5ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ.ଦୁଇଟି ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଛି!ଅନ୍ୟ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଜାଗାରେ ଖୋଜୁଛି ପୋଲିସ.ରାମ ମନ୍ଦିରରୁ ରୁପାଲି ଛକ ପର୍ଯ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଉ ଥିବାର ଭିଡ଼ିଓ ଭାଇରାଲ ହୋଇଥିଲ!
ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଘଟଣା.5ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ
