ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ନିଜର ୧୦୦ଦିନ କାର୍ଯ୍ୟକାଳ ପୂରଣ କରିଛି । ଏଥିପାଇଁ ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରି ମୋହନ ସରକାର ନିଜର ୧୦୦ଦିନର କାର୍ଯ୍ୟର ହିସାବ ରଖିବା ସହ ଆଗାମୀ ୫ବର୍ଷର ରୋଡମ୍ୟାପ୍ ମଧ୍ୟ ଉପସ୍ଥାପନ କରିଛନ୍ତି । ଆସନ୍ତା ୩ ଦିନ ଧରି ଜିଲ୍ଲାସ୍ତରରେ ମଧ୍ୟ ମୋହନ ସରକାରଙ୍କ ୧୦୦ଦିନ କାର୍ଯ୍ୟକାଳର ପୂର୍ତ୍ତି ପାଳନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
Related Posts

ପାରଳା ବିଧାନସଭା ଆସନ ନିର୍ବାଚନର ଏକ ଅନୁଧ୍ୟାନ |
ଗଜପତି:ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାନସଭା ନିର୍ବାଚନ ୧୯୫୧ ମସିହା ଠାରୁ ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନର ଏକ ସ୍ୱତନ୍ତ୍ର ଆଲୋକପାତ ଓ ଫଳାଫଳ…

Union Cabinet Approves Opening of Kendriya Vidyalaya in Jeypore, Odisha.
Union Cabinet Approves Opening of Kendriya Vidyalaya in Jeypore, Odisha. koraput:In a significant development, the Union Cabinet has given its…

ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି।
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ…