ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ। ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି। ବର୍ତ୍ତମାନ ଅଙ୍ଗନବାଡ଼ିଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ। (ସୋର୍ସ ସମ୍ବାଦ)
Related Posts

Raise Odisha share in Centre’s Gross Tax Income to 4.96%, demands CM Mohan Majhi at 16th Finance Commission meeting
Raise Odisha share in Centre’s Gross Tax Income to 4.96%, demands CM Mohan Majhi at 16th Finance Commission meeting Bhubaneswar:…

ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ
ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ଓ ନଗର…

ଓଡ଼ିଶାରେ ବଢ଼ିବ ବ୍ଲକ୍ ଓ ତହସିଲ୍ ବଢ଼ିବ
ଓଡ଼ିଶାରେ ବଢ଼ିବ ବ୍ଲକ୍ ଓ ତହସିଲ୍ ବଢ଼ିବ ଭୁବନେଶ୍ୱର: ଓଡ଼ିଶାରେ ଖୁବ୍ଶୀଘ୍ର ବଢ଼ିବ ବ୍ଲକ୍ ଓ ତହସିଲ୍ ସଂଖ୍ୟା।ଏନେଇ ଲୋକଙ୍କ ଦାବି ଥିବା ସୂଚନା ଦେଲେ ରାଜସ୍ୱ…