ରାମଗିରି ପୁଲିସ ପକ୍ଷରୁ ଭାରତୀୟ ଆଇନ ସଂହିତା ସଚେତନତା ଆର,ଉଦୟଗିରି(ମନୋଜ କୁମାର ପାଢୀ/29/6/ ଆର,ଉଦୟଗିରି ବ୍ଳକ ରାମଗିରି ଥାନା ପକ୍ଷରୁ ଭାରତୀୟ ଆଇନ ସଂହିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଂରାଜୀ ଅମଳରୁ ରହିଥିବା ଭାରତୀୟ ଆଇନ ସଂହିତା ପ୍ରଚଳନ ପାଇଁ ନିସ୍ପତ୍ତି ନେଇଛନ୍ତି ଯାହା ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ । ବତ୍ତମାନ ଜାରି ରହିଥିବା ଆଇନରେ ଅପରାଧୀମାନେ ଦୁର୍ଘଟଣା ଜନିତ ଦଣ୍ଡ ନାରୀ ନିର୍ଯ୍ୟାତନା, ନାବାଳିକା ଧର୍ଷଣ ଅପରାଧ ଘଟାଇ କୋହଳ ଦଣ୍ଡ ପାଇଁ ଥାନାରୁ ଜାମିନରେ ପାଇଯାଉଥିଲେ । ଏହି ଆଇନର ଧାରାକୁ ଆସନ୍ତା ମାସ ଅର୍ଥାତ ଜୁଲାଇ ଏକ ତାରିଖ ଠାରୁ ପରିବତ୍ତନ ଅପରାଧୀଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରଥମେ ଅଭିଯୁକ୍ତକୁ ଅଦାଲତାରେ ଉପସ୍ଥିତ କରାଯାଇ ଜେଲ ହାଜତକୁ ପଠାଯିବ ବୋଲି ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା ରାମଗିରି ଗ୍ରାମର ବୃଦ୍ଧିଜୀବୀ, ବ୍ୟବସାୟ ଓ ଆଖପାଖ ଗ୍ରାମର ବୃଦ୍ଧିଜୀବୀ ନେଇ ଥାନା ଗୃହରେ ସଚେତନ କରାଇଥିଲେ ।
Related Posts
ଚିକିଟି ବେଆଇନ ମଦ କାରବାର ଘଟଣା: ବ୍ରହ୍ମପୁର ଅବକାରୀ ଇନ୍ସପେକଟର ଓ ସବ୍-ଇନ୍ସପେକଟରଙ୍କୁ ନିଲମ୍ବନ; ବଦଳିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ
ଚିକିଟି ବେଆଇନ ମଦ କାରବାର ଘଟଣା: ବ୍ରହ୍ମପୁର ଅବକାରୀ ଇନ୍ସପେକଟର ଓ ସବ୍-ଇନ୍ସପେକଟରଙ୍କୁ ନିଲମ୍ବନ; ବଦଳିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଭୁବନେଶ୍ୱର: ବେଆଇନ ମଦ କାରବାର କାରବାର…
ଗୁଡାରି ବ୍ଲକ ର ବିଭିନ୍ନ ଅଂଚଳ ରେ ଗଂଜେଇ 35 ହଜାର ଗଛ ପଡିନଷ୍ଟ କରିଲା ପୋଲିସ
ଗୁଡାରି ବ୍ଲକ ର ବିଭିନ୍ନ ଅଂଚଳ ରେ ଗଂଜେଇ 35 ହଜାର ଗଛ ପଡିନଷ୍ଟ କରିଲା ପୋଲିସ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଡାରି ପୋଲିସ…
ଶାନ୍ତି କମିଟି ବୈଠକରେ ବୋମାମାଡ,ଫୁଲଟା ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି।
ଶାନ୍ତି କମିଟି ବୈଠକରେ ବୋମାମାଡ,ଫୁଲଟା ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି। ଗଞ୍ଜାମ: ( ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ) ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଘନଘନ…