ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଖସିଲା ପଥର ଖଣ୍ଡ । ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି।
ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ମାଲକାନଗିରି
