ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟୁକୁରା ହାଇସ୍କୁଲ ର ବଦାନ୍ୟ ବ୍ୟକ୍ତି ଭାବରେ ସ୍ବର୍ଗତ ଲକ୍ଷ୍ମୀଧର ମହାରଣା ମ୍ୟାନେଜଙ୍ଗ କମିଟିର ଆଜୀବନ ସଦସ୍ୟ ଥିଲେ,ଜେଜେ ବାପା ସ୍ବର୍ଗତ ଦୈତାରି ମହାରଣା ହାଇସ୍କୁଲ କୁ ୧. ୩୦ ଡ଼ିସିମିଲ ଜମି ଦାନକରି ଥିଲେ। ସ୍ବର୍ଗତ ଲଷ୍ମୀଧର ମହାରଣା ତା୧୪,୩,୧୯୪୮ ରେ ଜନ୍ମ ଗ୍ରହଣ କରି ତା ୭,୧,୨୦୨୫ ମଙ୍ଗଳବାର ୭୭ବର୍ଷ ବୟସରେ ଦିନ ୧୨,୩୦ ସମୟରେ ଇହଧାମ ତ୍ୟାଗ କଲେ, ତାଙ୍କର ଅମର ଆତ୍ମାର ସଦଗତି ପାଇଁ ବିଦ୍ୟାଳୟ ଠାରେ ବୁଧବାର ଦିନ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନେ ୨ ମିନିଟ ନିରବ ପ୍ରାର୍ଥନା କରି, ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ବିଗତ ଦିନର ସ୍ମୃତିର ଗୁଣଗାନା କରାଯାଇଥିଲା।
Related Posts
ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ପ୍ରଥମ ପଦକ୍ଷେପ ନେଲେ ରାଜ୍ୟ ସରକାର
ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ପ୍ରଥମ ପଦକ୍ଷେପ ନେଲେ ରାଜ୍ୟ ସରକାର ଭୁବନେଶ୍ୱର : ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ…
ଆଇ କନସେପ୍ଟ ଇନିସେଟିଭିସ୍ ଓ MSSRF ଅନୁଷ୍ଠାନର ସହାୟତା ରେ CRFM କାର୍ଯ୍ୟକ୍ରମ ଦ୍ବାରା ଚାଷୀଙ୍କୁ ବିହନ ଓ ଜୀବାଣୁସାର ବଣ୍ଟନ
ଆଇ କନସେପ୍ଟ ଇନିସେଟିଭିସ୍ ଓ MSSRF ଅନୁଷ୍ଠାନର ସହାୟତା ରେ CRFM କାର୍ଯ୍ୟକ୍ରମ ଦ୍ବାରା ଚାଷୀଙ୍କୁ ବିହନ ଓ ଜୀବାଣୁସାର ବଣ୍ଟନ ……………………………… କନ୍ଧମାଳ 🙁 ରିପୋର୍ଟ…
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ..
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ.. ଗଜପତି(ମନୋଜ ପାଢୀ)-: ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଉଦଯାପିତ…