ପାପଡାହାଣ୍ଡି: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ ଧରିଛି। ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଦୁଇ ପୁଲିସ ଅଧିକାରୀ ହେଲେ ପ୍ରବେଶନାରୀ ପିରିୟଡ଼ରେ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ।
Related Posts

Koraput District’s Semiliguda Residents Celebrate Makar Sankranti with Great Zeal
Koraput District’s Semiliguda Residents Celebrate Makar Sankranti with Great Zeal Semiliguda, Koraput District, Odisha -(Report chandan Prasad ) January 13,…

ଅଡବା ପୋଲିସକୁ ବଡ ସଫଳତା ।
ଅଡବା ପୋଲିସକୁ ବଡ ସଫଳତା । ଆର,ଉଦୟଗିରି (ମନୋଜ କୁମାର ପଢୀ) – କିଛିଦିନ ଧରି ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ କୋଟି କୋଟି…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଧୂମଧାମରେ ରଜ ଉତ୍ସବ ପାଳନ ….
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଧୂମଧାମରେ ରଜ ଉତ୍ସବ ପାଳନ …. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଅଖିଳ…