ଲୋକ ସେବା ଭବନ ଆଗରୁ ଦଲାଲ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସେବା ଭବନ ଆଗରୁ ଜଣେ ଦଲାଲ ଗିରଫ ହୋଇଥିବା ଜଣାପଡ଼ିଛି।ଦଲାଲ ବ୍ୟାସ ଦେବ ରଣାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ।ଚାକିରୀ ଦେବାକୁ କହି ନେଇଥିଲେ ୧୨ ଲକ୍ଷ ଟଙ୍କା ।ପଂଚାୟତିରାଜ ବିଭାଗର ଅଧିକାରୀ ପରିଚୌରେ ଲୋକଙ୍କୁ ଠକୁଥିଲେ!

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group