ଵେତରସିଂ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ।ଆର,ଉଦୟଗିରି(ମନୋଜ କୁମାର ପାଢୀ 15/09/24 ରିଖ ରବିବାର ଦିବା 10 ଘ ସମୟରେ ବେତରସିଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ବେତରସିଂ ଗ୍ରାମ ପରିକ୍ରମା କରିଥିଲେ | ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀଣୀ ଵା ପିଇଓ ମିନତି ମିଶ୍ର ପ୍ରକାଶ କରିଥିଲେ |
Related Posts
ମହାରାଷ୍ଟ ପୁଲିସ ହାତ ରୁ ଖସି ପଳେଇଲା ଗଂଜେଇ ଚାଲାଣକାରୀ ।
ମହାରାଷ୍ଟ ପୁଲିସ ହାତ ରୁ ଖସି ପଳେଇଲା ଗଂଜେଇ ଚାଲାଣକାରୀ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୩/୧୧/୨୪ -ପୋଲିସ ହାତରୁ ହୋଟେଲରୁ ଖସିପଳେଇଲା ଅଭିଯୁକ୍ତ ଗଂଜେଇ ଚାଲାଣକାରୀ, ସୂଚନା ମୁତାବକ…
ପୁତୁରା ହାତରେ ବିଧବା ଖୁଡିର ଜୀବନ ଗଲା।
ପୁତୁରା ହାତରେ ବିଧବା ଖୁଡିର ଜୀବନ ଗଲା। ଗଞ୍ଜାମ:ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମରେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ…
ଟି-୨୦ ବିଶ୍ବକପରେ ମହିଳା ଖେଳାଳିମାନଙ୍କୁ ପୁରୁଷ ବିଶ୍ବକପ ପରି ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଘୋଷଣା କରିଛି।
ନୂଆଦିଲ୍ଲୀ: ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପରେ ମହିଳା ଖେଳାଳିମାନଙ୍କୁ ପୁରୁଷ ବିଶ୍ବକପ ପରି ସମାନ ପୁରସ୍କାର ରାଶି…