ଶଙ୍କରାଖୋଲ ବାଳିକା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଯାପିତ… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛିl ଉକ୍ତ କ୍ରୀଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରା ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜାନକୀ ପ୍ରଧାନ, ସାନମାନିତ ରୂପେ ନାଏବ ସରପଞ୍ଚ ମାଲେଶ୍ୱର କହଁର, ସ୍କୁଲ ସଭାପତି ନଳଦେବ କହଁର, ଶିକ୍ଷୟିତ୍ରୀ ରାଜଶ୍ରୀ ଆଚାର୍ଯ୍ୟ ଉପସ୍ଥିତ ଥିଲେl କ୍ରୀଡା କୁ ଶିକ୍ଷୟିତ୍ରୀ ରଶ୍ମିତା ରାଉତ ଓ ଶିକ୍ଷକ ମନୋଜ କୁମାର ସାହୁ ପାରିଚାଳନା କରିଥିଲେ l
Related Posts

ସ୍ଵରଭଙ୍ଗ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
*ସ୍ଵରଭଙ୍ଗ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ।** ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ସ୍ଵରଭେଦ ରୋଗ…

ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର।
ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ସେ ଆଜି ବିଜେପିରେ ଯୋଗ ଦେବା ସହିତ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା…

ସାମ୍ବାଦିକଙ୍କ ପାଇଁ ହଟିଲା ଲୋକସେବା ଭବନ ପ୍ରବେଶ କଟକଣା
ସାମ୍ବାଦିକଙ୍କ ପାଇଁ ହଟିଲା ଲୋକସେବା ଭବନ ପ୍ରବେଶ କଟକଣା ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଭୁବନେଶ୍ୱର ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା।ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଲା…