‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କୁହାଯାଉଛି, ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ।
Related Posts
ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାକୁ ନିଯୁକ୍ତି ଦେଇଛନ୍ତି।
ଭୁବନେଶ୍ୱର:ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାକୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯାହା ସବୁ ପଦବି ଖାଲି ରହିଛି…
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା’ ଭୁବନେଶ୍ଵର :ଉତ୍ତର ଓଡ଼ିଶାରେ ସକ୍ରିୟ ଥିବାରୁ ପ୍ରଭାବରେ ବର୍ଷା ସମ୍ଭାବନାଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ.ଆଗାମୀ…
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଆଜି ସଂଧ୍ୟାରେ…