ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟ୍ ଟିମ୍‌

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟ୍ ଟିମ୍‌

ପୁରୀ: ପୁରୀ ଶ୍ରୀମନ୍ଦିରରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ୩ସ୍ପିନର- ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ ବରୁଣ ଚକ୍ରବର୍ତ୍ତୀସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।ଆସନ୍ତାକାଲି ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯିବ।

Leave a Reply

Your email address will not be published. Required fields are marked *