ସଂଘର୍ଷ ଓ ଆକ୍ରମଣ ରେ ଦୁଇ ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ। ଗଞ୍ଜାମ:ବେଗୁନିଆ ପଡ଼ା ସହର ରେ ସୁବଳ ମହାନ୍ତି ନାମକ ଜଣେ ଦୋକାନୀ ସହ ବଣିକ ସଂଘ ଦୋକାନ ବନ୍ଦ କରିବା ନେଇ ଆଲୋଚନା, ଉଚ୍ଚବାଚ ଓ ସଂଘର୍ଷ ଯୋଗୁଁ ଦୋକାନୀ ସୁବଳ ଓ ସଂଘ ସଭାପତି କୀର୍ତ୍ତନ ପ୍ରଧାନ ଗୁରୁତର ଆହତ ହୋଇ ସୁବଳ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ବେଳେ କୀର୍ତ୍ତନ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବେଗୁନିଆ ପଡ଼ା ବ୍ୟବସାୟୀ ସଂଘ ତରଫରୁ ପ୍ରତ୍ୟେକ ମାସର ଦୁଇ ତାରିଖରେ ସହରର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତି କୁ ଅବମାନନା କରି ସୁବଳ ଦୋକାନ ଖୋଲିଥିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ।
Related Posts

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗାଇସିମା ଗ୍ରାମରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
RED DROP MARATHON DAY-31,CAMP-34—————————————–ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗାଇସିମା ଗ୍ରାମରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ –…

ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁ
ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁଗଜପତି ୭/୪/୨୦୨୪: ପୁରୀ-ଗୁଣୁପୁର ଟ୍ରେନର ଏସି ବଗିରେ ଆକସ୍ମିକ ଭାବେ ଲାଗିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ…

ହୋଟେଲ୍ କର୍ମଚାରୀ ର ଗଳିତ ଶବ ଉଦ୍ଧାର।
ହୋଟେଲ୍ କର୍ମଚାରୀ ର ଗଳିତ ଶବ ଉଦ୍ଧାର। ଗଞ୍ଜାମ:ଟାଉନ ଥାନା ଅର୍ନ୍ତଗତ ଧର୍ମ ନଗର ଗିରିଜା ରେଷ୍ଟୁରାଣ୍ଟ ପରିସର ପ୍ରଥମ ମହଲାର ଏକ ଅବ୍ୟବହୃତ ବାଥ୍ ରୁମ୍…