ସଚ଼େତନତା ଶିବିର ଓ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଚ଼େତନତା ଶିବିର ଓ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର ,ଉଦୟଗିରି (ମନୋଜ କୁମାର ପାଢୀ/ ତା ୬/୨/୨୫ ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚାୟତ ମିଟିଙ୍ଗ୍ ହଲରେ । ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଙ୍କ ଘୋଶିତ ୧୮ ପ୍ରକାର କାମ ସହିତ ସମ୍ପୃକ୍ତ ବ୍ୟକ୍ତି ବିଷେସ ମାନେ , ଯଥାଶିଘ୍ର ନିକଟସ୍ତ ଜନସେବା କେନ୍ଦ୍ରକୁ ନିମ୍ନୋକ୍ତ ସର୍ବନିମ୍ନ କାଗଜ ପତ୍ର ସହିତ ଜାଇ ପଞ୍ଜିକରଣ କରିବାକୁ କୁହାଗଲା , ଏହି ଯୋଜନା ୧୭ ସେପ୍ଟେମ୍ବର ୨୦୨୩ ମଶିହା ଠାରୁ କାର୍ଯ୍ୟକ୍ଷମ ହୋଇଥିଲା । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ ବୋଲି ମହେନ୍ଦ୍ରଗଡ଼ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ର ବ୍ୟାଙ୍କ୍ ମ୍ୟାନିଜର ସୁଶାନ୍ତ କୁମାର ସାହୁ ମତ ପ୍ରକାଶ କରିଥିଲେ ।ପୁଣି ପଞ୍ଜିକରଣ ସମ୍ପୁ୍ଣ୍ଣି ମାଗଣା ,ଏଣୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜାନରେ ଲାଭ ଉଠେଇବା ପାଇଁ ୧୮ ବର୍ଷ ରୁ ଉର୍ଦ୍ଦ ହୋଇଥିବା କାରିଗର ବା କାର୍ଯ୍ୟକର୍ତ୍ତା ମାନେ ପଞ୍ଜିକରଣ କରିପାରିବେ | ତେବେ ଏହି ଶିବିର ରେ ପ୍ରାୟ ମହେନ୍ଦ୍ରଗଡ଼ ପଞ୍ଚାୟତ ର ସରପଞ୍ଚ କୁମ ଦିନି ଗମାଙ୍ଗ ଏବଂ ୱାର୍ଡ ମେମ୍ବର ସଭ୍ୟା ସଭ୍ୟ ମାନଙ୍କ ସହ ପ୍ରାୟ ୧୫୦ ରୁ ଅଧିକ ଲୋକ ଙ୍କ ସହ ଜେନେରାଲ ମ୍ୟାନେଜର ଏସ୍ ଆର ସିଂ ଡି ଆଇ ସି ସାଧାରଣ ପରିଚାଳକ ଏବଂ , ପ୍ରୋଜେକ୍ଟ ଗୋଡ଼ିନେଟର ଡି ଆଇ ସି ଙ୍କ ନେତୃତ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *