ସତ୍ଯ ନଗର ବିକାଶ ପରିଷଦ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। ସେମିଳିଗୁଡାର ସତ୍ଯ ନଗରସ୍ଥିିତ ସତ୍ଯ ନଗର ବିକାଶ ପରିଷଦ ତରଫରୁ ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସତ୍ଯ ନଗରରେ ବୃକ୍ଷରୋପଣ କରାଯାଇଥିଲା।ସେମିଳିଗୁଡା ବନ ବିଭାଗରୁ ଅଣାଯାଇଥିବା ଅଁଳା,କୃଷ୍ଣଚୂଡା ,ବାହାଡା, ବାଦାମ,ପବନପ୍ୟାରୀ,କରଂଜ,କୁଂକୁମ, ପ୍ରଭୃତି ଗଛର ଚାରା ଲଗାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୫ଟି ଗଛ ଲଗାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ନୀଳମାଧବ ପାତ୍ର,ଗଣେଶ୍ଵର ପାଣିଗ୍ରାହୀ,ମହିଳାଶାଖା ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ର, ରତ୍ନାକର ନନ୍ଦ, ଦିଲିିପ ବାଡତ୍ୟା ,ଅନିରୁଦ୍ଧ ଜେନା ପ୍ରମୁଖ ମୂଖ୍ଯ ଭୂମିକା ଗ୍ରହଣ କରିଥିଲେ।ମନୋଜ ପାଣିଗ୍ରାହୀ,ରତ୍ନାକର ଚୌଧୁରୀ,ନୀଳକଣ୍ଠ ଧୀବର, ଟୁକୁନା ସାହୁ,ନୀଳମାଧବ ଦାସ,ମନୋରଞ୍ଜନ ବେହେରା,ସ୍ବରାଜ ରାୟ,ପ୍ରମୋଦ ମହାଲିକ ପ୍ରଭୃତି ସହଯୋଗ କରିଥିଲେ।ଦ୍ବିତୀୟ ପର୍ଯ୍ଯାୟରେ ଆଉ ୧୦୦ ବୃକ୍ଷରୋପଣ ପାଇଁ ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି।ସତ୍ଯ ନଗର ଅଂଚଳ ସହ ସମଗ୍ର ସେମିଳିଗୁଡାକୁ ସବୁଜ ସୁନ୍ଦର କରିବାପାଇଁ ପରିଷଦ ଲକ୍ଷ୍ଯ ରଖିଛି।,ସତ୍ଯ ସାଇ ସେବା ସଂଗଠନ ସହଯୋଗ କରିଥିଲେ।
Related Posts
କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା
କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା ଗଜପତି ୨୮/୦୮ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାର…
ଦୁଇ ଭଣଜା ଙ୍କ କାଠ ଫାଳିଆ ମାଡ଼ ରେ ମାମୁଁ ଗୁରୁତର।
ଦୁଇ ଭଣଜା ଙ୍କ କାଠ ଫାଳିଆ ମାଡ଼ ରେ ମାମୁଁ ଗୁରୁତର। ଆର , ଉଦୟଗିରି (ମନୋଜ କୁମାର ପାଢୀ):ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ…
ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ…