ସମଗ୍ର ପଶ୍ଚିମ ଓଡ଼ିଶାର ଗଣପର୍ବ (ନୁଆଁଖାଇ) ଉପଲକ୍ଷେ ଆପଣ ଙ୍କୁ ନୁଆଁଖାଇ ଜୁହାର୍ ! ଇଷ୍ଟଦେବୀ ମା ସମଲେଶ୍ବରୀ ଆପଣଙ୍କୁ ଓ ଆପଣଙ୍କର ସପରିବାରର ସମସ୍ତ ସଦସ୍ୟଙ୍କୁ ତାଙ୍କର କୃପା ସ୍ୱରୂପ ପଣତ କାନିରେ ସର୍ବଦା ଘୋଡେଇ ରଖିଥାନ୍ତୁ ! ଆଜିର ଏହି ମହାନ୍ ପବିତ୍ର ଦିନରେ ସୁଖସମୃଦ୍ଧି ଏବଂ ନିରୋଗ କାମନା କରିବା ସହିତ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ! ନୂଆଁଖାଇ ଜୁହାର୍ ଜୟ ମା ସମଲେଶ୍ବରୀ ….🙏….
Related Posts

ପ୍ରେସ ୟୁନିଅନ ରାୟଗଡ ର ପ୍ରତିଷ୍ଠା ଦିବସରେ ବୃଦ୍ଧାଶ୍ରମ ରେ ଫଳ ବଣ୍ଟନ
ପ୍ରେସ ୟୁନିଅନ ରାୟଗଡ ର ପ୍ରତିଷ୍ଠା ଦିବସରେ ବୃଦ୍ଧାଶ୍ରମ ରେ ଫଳ ବଣ୍ଟନ ରାୟଗଡ : ପ୍ରେସ ୟୁନିଅନ ରାୟଗଡ ତାହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଵୃଦ୍ଧାଶ୍ରମ…

ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭେଡେନ ବ୍ଲକ ସ୍ତରୀୟ ରେଡ଼କ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭେଡେନ ବ୍ଲକ ସ୍ତରୀୟ ରେଡ଼କ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ – ୨୦,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା…

ବାଇକ ଓ ମାକ୍ସ ପିକଅପ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ୍ୟୁ ।
ବାଇକ ଓ ମାକ୍ସ ପିକଅପ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ୍ୟୁ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୩୦/୯/୨୪ – ବାଇକ ସହ ମାକ୍ସ ପିକଅପ ମୁହଁ ମୁହିଁ…