*ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ନିର୍ଦ୍ଦୋଷସାବ୍ୟସ୍ତ ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ।
ଗଞ୍ଜାମ:ଆଜି ୩ଟି ମାମଲାରୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଗ୍ରାମାଞ୍ଚଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ମାନ୍ୟବର ଅଦାଲତ। ନିର୍ଦୋଷ ପ୍ରମାଣିତ ପରେ ଡଃ ପାଣିଗ୍ରାହୀ ଭାରତୀୟ ନ୍ୟାୟ ସଂହିତା କୁ ସମ୍ମାନ ଓ ଧନ୍ୟବାଦ ଅର୍ପଣ ସତ୍ୟର ବିଜୟ ହେଲା ବୋଲି ନିଜର ସମର୍ଥକଙ୍କ ଗହଣରେ ସାମ୍ବାଦିକଙ୍କ ସାମନାରେ ବିବୃତି ରଖିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,