ସାମ୍ୱାଦିଙ୍କୁ ମାଡ଼ ମାରି ଜେଲ୍‌ ଗଲେ ଏସ୍‌ଡିଓ ଓ ଯନ୍ତ୍ରୀ।

ବଲାଙ୍ଗିର: ଡ୍ୟୁଟି ସମୟରେ ଅଫିସରେ ନରହି ଭୋଜି ଭାତରେ ମାତିଥିଲେ! ମାତାଲ ହୋଇ କାର୍ଯ୍ୟରତ ସାମ୍ୱାଦିଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ମାମଲା ଜେଲ୍‌ ଗଲେ ଏସ୍‌ଡିଓ ଓ ଯନ୍ତ୍ରୀ। ବଲାଙ୍ଗିର ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *